Milile Netajee
Available
ଡ. ବିବୁଧରଞ୍ଜନଙ୍କ ଗବେଷଣାଲବ୍ଧ ପୁସ୍ତକ 'ମିଳିଲେ ନେତାଜୀ' ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ରହସ୍ୟକୁ ନେଇ ଏକ ତଥ୍ୟଭିତ୍ତିକ ଦସ୍ତାବିଜ! ନେତାଜୀଙ୍କ ନିଖୋଜ ହେବା ପଛରେ କଣ ଥିଲା କାରଣ, ତାହାର ବିଶ୍ୱସନୀୟ ଅବତାରଣା ରହିଛି ଏ ପୁସ୍ତକରେ!
Samples
Audiobook
mp3
Price
6,99 €
ଡ. ବିବୁଧରଞ୍ଜନଙ୍କ ଗବେଷଣାଲବ୍ଧ ପୁସ୍ତକ 'ମିଳିଲେ ନେତାଜୀ' ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ରହସ୍ୟକୁ ନେଇ ଏକ ତଥ୍ୟଭିତ୍ତିକ ଦସ୍ତାବିଜ! ନେତାଜୀଙ୍କ ନିଖୋଜ ହେବା ପଛରେ କଣ ଥିଲା କାରଣ, ତାହାର ବିଶ୍ୱସନୀୟ ଅବତାରଣା ରହିଛି ଏ ପୁସ୍ତକରେ!
Follow the Author