Bigyana Drusti

Available
0
StarStarStarStarStar
0Reviews
Unknown authorUnknown author
ଏ ଯୁଗ ବିଜ୍ଞାନର ଯୁଗ! ଚାରିଶହ ବର୍ଷ ମଧ୍ୟରେ ବିଜ୍ଞାନ ଗୋଟିଏ ନୂଆ ପୃଥିବୀ ଗଢି ଦେଇଛି! ଟେକ୍ନୋଲୋଜି ବିଜ୍ଞାନ ନୁହେଁ! ବିଜ୍ଞାନର ପ୍ରୟୋଗ ବିଜ୍ଞାନଠାରୁ ଭିନ୍ନ! ବିଜ୍ଞାନ ଜ୍ଞାନର ଏକ ଶାଖା! ଜଗତ ପ୍ରତି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜ୍ଞାନ ନିମନ୍ତ୍ରଣ କରେ! ମଣିଷ ପାଇଁ ବିଜ୍ଞାନ କି ବାର୍ତ୍ତା ନେଇ ଆସିଛି, ଏ ବହିରେ ଆମେ ସେହିକଥା ଶୁଣିବାକୁ ପାଇବା!
Samples
Audiobook
mp3
6,99 €

Options

  • ISBN: 9789354340000
  • Copy protection: None
  • Publication Date: Sep 17, 2021
  • Publisher: STORYSIDE IN
  • Language: Oriya
  • Format: mp3