Kathara Nama Banshi

Verfügbar
0
SternSternSternSternStern
0Bewertungen
***** ******** ***
ଯଦି କଥା ନ ଶୁଭିଲା ବଂଶୀ ଭଳି, ତେବେ ଏ ବହିର ବା କି ସାର୍ଥକତା ଅଛି? ଏ ବହି ସାହିତ୍ୟ ଫାହିତ୍ୟର ଧାର ଧରୁନଥିବା ଜଣେ ଲେଖକର ଖାମ୍‌ଖିଆଲି ଲେଖା । ଏ ଲେଖା ଜଗତ ଉଦ୍ଧାର ପାଇଁ ନୁହେଁ, କେବଳ ନିଜର ମୁକ୍ତି ପାଇଁ । ସୋସିଆଲ୍‍ ମିଡ଼ିଆରେ ନିୟମିତ ଲେଖି ଚହଳ ସୃଷ୍ଟି କରିଥିବା ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ 'କଥାର ନାମ ବଂଶୀ' ସେମିତି ଏକ ପୁସ୍ତକ, ଯାହାକୁ ଥରେ ଶୁଣିବାକୁ ଆରମ୍ଭ କଲେ ଶେଷ ନକରି ରହିପାରିବେନି ।
Leseprobe
Hörbuch
mp3
6,99 €

Autor*in folgen

Details

  • ISBN: 9789354340161
  • Kopierschutz: Kein
  • Erscheinungsdatum: 06.11.2021
  • Verlag: STORYSIDE IN
  • Formate: mp3

Bewertungen

LadenLadenLadenLaden